1
ମାତିଉ 9:37-38
ସତିଅର୍ ବାଟ୍, ନୁଆ ନିୟମ୍, 2020
ସେଡ୍କିବେଲେ ସେ ସିସ୍ମନ୍କେ କଇଲା, “ତାସ୍ ସିନା ବୁତେକ୍ । ମାତର୍ ସେଟା କାଟ୍ବାକେ, ଲକ୍ମନ୍ ଉନା ଆଚତ୍ । ତେବର୍ପାଇ ‘କେତ୍ ରଇଲା ପଦାଇ କାଟ୍ବାକେ ବେସି ଲକ୍କେ ପାଟାଆ’ ବଲି ତାସ୍ କଲା ସାଉକାର୍କେ ପାର୍ତନା କରା ।”
Compare
Explore ମାତିଉ 9:37-38
2
ମାତିଉ 9:13
ସାସ୍ତରେ ଲେକାଅଇଆଚେ, 'ମୁଇ ପସୁ ପୁଜ୍ବା ବିରୁଟାନେଅନି, ଲକ୍ମନ୍କେ ଦୟା ଦେକାଇବାଟା ମନ୍ କଲିନି। ଏ କାତାର୍ ଅରତ୍ କାଇଟା ? ଜାଇକରି ବୁଜ୍ବାକେ ଚେସ୍ଟା କରା । ମୁଇ ଦରମ୍ ଲକ୍ମନ୍କେ ଡାକ୍ବାକେ ଆସି ନାଇ, ପାପିମନ୍କେ ଡାକ୍ବାର୍ ଆସିଆଚି ।”
Explore ମାତିଉ 9:13
3
ମାତିଉ 9:36
ଆରି ତେଇ ରଇଲା ଜବର୍ ଲକ୍ମନ୍କେ ଦେକିକରି ସେ ଦୟା କଲା । କାଇକେ ବଇଲେ ସେମନ୍ ବେସି ତାକିଜାଇରଇଲା ଆରି ସାଇଜ ପାଇବାକେ କନ୍ ବାଟେ ଜିବାର୍ ଆଚେ, ଜାନିନାପାର୍ତେ ରଇଲାଇ । ସେମନ୍ ଗଉଡ୍ ନଇଲା ମେଣ୍ଡାରାସି ପାରା ଅଇଜାଇରଇଲାଇ ।
Explore ମାତିଉ 9:36
4
ମାତିଉ 9:12
ଜିସୁ କଇଲା, “ନିକ ରଇଲା ଲକର୍ ପାଇ ଡାକ୍ଦର୍ ଲଡା ନାଇ । ମାତର୍ ଜର୍ଦୁକାର୍ ଲକ୍ମନର୍ ପାଇ ଡାକ୍ଦର୍ ଲଡା ଆଚେ ।
Explore ମାତିଉ 9:12
5
ମାତିଉ 9:35
ଜିସୁ ଗାଉଁ ଗାଉଁ ବୁଲି ବୁଲି ଜିଉଦିମନର୍ ପାର୍ତନା ଗର୍ମନ୍କେ ଜାଇ ସିକାଇ ଦେଇତେ ରଇଲା । ଆରି ପର୍ମେସରର୍ ରାଇଜର୍ ନିମାନ୍ କାତା କଇତେରଇଲା । ବିନ୍ ବିନ୍ ଜର୍ ଆରି ରଗ୍ ଦାର୍ଲା ଲକ୍ମନ୍କେ ସବୁ ନିକ କରିଦେଲା ଆରି ପାର୍ତନା ଗରେ ସିକିଆ ଦେଲା ।
Explore ମାତିଉ 9:35
ಮುಖಪುಟ
ಬೈಬಲ್
ಯೋಜನೆಗಳು
ವೀಡಿಯೊಗಳು