1
ମାତିଉ 8:26
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ଜିସୁ ସେମଃନ୍କେ କୟ୍ଲା, “ଏ ଅଃଳକ୍ ବିସ୍ୱାସିମଃନ୍, ତୁମିମଃନ୍ କାୟ୍କଃରୁକ୍ ଅଃତେକ୍ ଡିରୁଲାସ୍ ?” ସଃଡେବଃଳ୍ ଜିସୁ ଉଟି ସଃମଃନ୍ଦ୍ ଆର୍ ବାଉକେ ତିର୍ ଅଃଉଁକେ ଆଡର୍ ଦିଲା, ଆର୍ ସଃବୁ ତିର୍ ଅୟ୍ଲି ।
Compare
Explore ମାତିଉ 8:26
2
ମାତିଉ 8:8
ମଃତର୍ ସେ ମୁଳିକା ସଃଇନ୍ ଉତୁର୍ ଦିଲା, “ମାପ୍ରୁ, ତୁୟ୍ ଜେ ମର୍ ଗଃରେ ହାଦ୍ ହଃକାଉସି ମୁଁୟ୍ ଅଃନ୍କା ଜୟ୍ଗ୍ ନାୟ୍, ମଃତର୍ ତୁୟ୍ ହଃଦେକ୍ କଃଉ, ମର୍ ଦଃଙ୍ଗ୍ଳା ଉଜ୍ ଅୟ୍ଦ୍ ।
Explore ମାତିଉ 8:8
3
ମାତିଉ 8:10
ଜିସୁ ଇରି ସୁଣି କାବା ଅୟ୍ ହଃଚ୍ ବାଟ ଆସ୍ତା ଲକ୍କେ କୟ୍ଲା, “ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଇସ୍ରାଏଲ୍ ବିତ୍ରେ ଅଃଡେକ୍ ବଃଡ୍ ବିସ୍ୱାସ୍ ନଃହାୟ୍ଁ ।
Explore ମାତିଉ 8:10
4
ମାତିଉ 8:13
ଆର୍ ଜିସୁ ସଃଇନ୍ ଅଃଦିକାରିକ୍ କୟ୍ଲା, “ଜାଆ, ତୁୟ୍ ଜଃନ୍କଃରି ବିସ୍ୱାସ୍ କଃରି ଆଚ୍ସି, ତର୍ ଉହ୍ରେ ସେନ୍ ଅଃଉଅ ।” ସେଦାହ୍ରେ ସେ ଦଃଙ୍ଗ୍ଳା ଉଜ୍ ଅୟ୍ଲା ।
Explore ମାତିଉ 8:13
5
ମାତିଉ 8:27
ସେତାକ୍ ଲକ୍ମଃନ୍ କାବା ଅୟ୍ କୟ୍ଲାୟ୍, “ଏ କଃନ୍କା ଲକ୍, ବାଉ ଆର୍ ସଃମ୍ନ୍ଦ୍ ହେଁ ତାର୍ କଃତା ମାନୁଲାୟ୍ ।”
Explore ମାତିଉ 8:27
Home
Bible
გეგმები
Videos