1
ଆଦି ପୁସ୍ତକ 5:24
ପବିତ୍ର ବାଇବଲ (Re-edited) - (BSI)
ହନୋକ ପରମେଶ୍ଵରଙ୍କ ସହିତ ଗମନାଗମନ କଲେ; ଆଉ ସେ ଅନ୍ତର୍ହିତ ହେଲେ; ଯେହେତୁ ପରମେଶ୍ଵର ତାଙ୍କୁ ଗ୍ରହଣ କଲେ।
比較
ଆଦି ପୁସ୍ତକ 5:24で検索
2
ଆଦି ପୁସ୍ତକ 5:22
ମଥୂଶେଲହର ଜନ୍ମ ଉତ୍ତାରେ ହନୋକ ତିନିଶହ ବର୍ଷ ପର୍ଯ୍ୟନ୍ତ ପରମେଶ୍ଵରଙ୍କ ସହିତ ଗମନାଗମନ କଲେ, ପୁଣି ସେ ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ
ଆଦି ପୁସ୍ତକ 5:22で検索
3
ଆଦି ପୁସ୍ତକ 5:1
ଆଦମଙ୍କର ବଂଶାବଳୀର ବୃତ୍ତା; ଏହି। ଯେଉଁ ଦିନ ପରମେଶ୍ଵର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ଵରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ
ଆଦି ପୁସ୍ତକ 5:1で検索
4
ଆଦି ପୁସ୍ତକ 5:2
ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ; ଆଉ ସେମାନେ ସୃଷ୍ଟ ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ (ମନୁଷ୍ୟ) ନାମ ଦେଲେ।
ଆଦି ପୁସ୍ତକ 5:2で検索
ホーム
聖書
読書プラン
ビデオ