ମାତିଉ 1:18-19
ମାତିଉ 1:18-19 NTSAA20
ଏଟା ଅଇଲାନି ଜିସୁ କିରିସ୍ଟର୍ ଜନମ୍ ବିସଇ । ଜିସୁର୍ ମା ମରିୟମର୍ ସଙ୍ଗ୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାର୍ ପାଇ ବିବା ମାଙ୍ଗ୍ନି ଅଇରଇଲା । ମାତର୍ ସେମନର୍ ବିବା ନ ଅଇତେ ସୁକଲ୍ ଆତ୍ମାଇ ଅନି ଗାଗ୍ଡେ ଅଇରଇବାଟା ମରିୟମ୍ ଜାନିପାର୍ଲା । ଜସେପ୍ ଗଟେକ୍ ଦରମ୍ ଲକ୍ ରଇଲା ଆରି ସବୁବେଲେ ସତ୍ କାମ୍ କର୍ତେରଇଲା । ଆରି ମରିୟମ୍କେ ଲକ୍ମନର୍ ଟାନେ ନିନ୍ଦା କାତା ସୁନାଇବାକେ ମନ୍ ନ କର୍ତେ ରଇଲା । ସେଟାର୍ପାଇ କେ ନାଜାନ୍ତେ ତାର୍ ବିବା ମାଙ୍ଗ୍ନି ପିଟାଇଦେବାକେ ଉପାଇ ପାଁଚ୍ତେ ରଇଲା ।