1
ଯୋହନ 19:30
ପବିତ୍ର ବାଇବଲ (CL) NT (BSI)
ଯୀଶୁ ତାହା ଗ୍ରହଣ କରି କହିଲେ, “ସମାପ୍ତ ହେଲା”। ଏହା କହି ସେ ମସ୍ତକ ନତ କରି ପ୍ରାଣତ୍ୟାଗ କଲେ।
Vertaa
Tutki ଯୋହନ 19:30
2
ଯୋହନ 19:28
ଯୀଶୁ ଜାଣିପାରିଲେ, ସବୁ ବିଷୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଶାସ୍ତ୍ରୋକ୍ତ ଭବିଷ୍ୟବାଣୀକୁ ସଫଳ କରିବା ପାଇଁ ସେ କହିଲେ: “ମୋତେ ତୃଷା ହେଉଅଛି।”
Tutki ଯୋହନ 19:28
3
ଯୋହନ 19:26-27
ଯୀଶୁ ମାତାଙ୍କ ପାଖରେ ତାଙ୍କ ପ୍ରିୟ ଶିଷ୍ୟଙ୍କୁ ଠିଆ ହୋଇଥିବା ଦେଖି ମାଁଙ୍କୁ କହିଲେ; “ଦେଖ, ଏ ତୁମର ପୁଅ।” ତା’ପରେ ଯୀଶୁ ସେହି ଶିଷ୍ୟକୁ କହିଲେ, “ଏ ତୁମର ମାଁ।” ସେହି ଦିନଠାରୁ ଉକ୍ତ ଶିଷ୍ୟ ଯୀଶୁଙ୍କ ମାଁଙ୍କୁ ନିଜ ଘରକୁ ନେଇଗଲେ।
Tutki ଯୋହନ 19:26-27
4
ଯୋହନ 19:33-34
କିନ୍ତୁ ଯୀଶୁଙ୍କ ନିକଟକୁ ଯାଇ ସେମାନେ ଦେଖିଲେ, ସେ ମରି ଯାଇଛନ୍ତି। ସେଥିପାଇର୍ ସେମାନେ ତାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ। ତଥାପି ଜଣେ ସୈନିକ ଯୀଶୁଙ୍କ ଶରୀରର ପାଶ୍ୱର୍ଦେଶରେ ବର୍ଚ୍ଛାବିଦ୍ଧ କଲା ଏବଂ ସେଥିରୁ ଜଳ ଓ ରକ୍ତ ନିର୍ଗତ ହେଲା।
Tutki ଯୋହନ 19:33-34
5
ଯୋହନ 19:36-37
ଏହି ଘଟଣା ଦ୍ୱାରା ଶାସ୍ତ୍ରୋକ୍ତ ଭବିଷ୍ୟବାଣୀ ସଫଳ ହେଲା। “ତାଙ୍କର ଗୋଟିଏ ହେଲେ ଅସ୍ଥି ଭଗ୍ନ ହେବ ନାହିଁ।” ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ଯାହାଙ୍କୁ ସେମାନେ ବିଦ୍ଧ କରିଛନ୍ତି, ତାଙ୍କ ଉପରେ ଲୋକମାନଙ୍କର ଦୃଷ୍ଟି ନିବଦ୍ଧ ହେବ।”
Tutki ଯୋହନ 19:36-37
6
ଯୋହନ 19:17
ଯୀଶୁ ନିଜର କ୍ରୁଶ ବହନ କରି “ଗଲ୍ଗଥା” ବା “ଖପୁରି ଆକାର ପାହାଡ଼” ସ୍ଥାନରେ ଆସି ପହଞ୍ଚିଲେ।
Tutki ଯୋହନ 19:17
7
ଯୋହନ 19:2
ସୈନିକମାନ କଣ୍ଟା ଡାଳର ଗୋଟିଏ ମୁକୁଟ ତିଆରି କରି ଯୀଶୁଙ୍କ ମସ୍ତକରେ ଦେଲେ, ତାଙ୍କୁ ଗୋଟିଏ ବାଇଗଣିଆ ରଙ୍ଗର ପୋଷାକ ପିନ୍ଧାଇଲେ
Tutki ଯୋହନ 19:2
Koti
Raamattu
Suunnitelmat
Videot