1
ଆଦି ପୁସ୍ତକ 41:16
ପବିତ୍ର ବାଇବଲ
ଯୋଷେଫ ଉତ୍ତର ଦେଲେ, “ମୁଁ ପାରିବି ନାହିଁ। କିନ୍ତୁ ହୋଇପାରେ ପରମେଶ୍ୱର ଏହାର ଅର୍ଥ କରି ପାରନ୍ତି।”
Compare
Explore ଆଦି ପୁସ୍ତକ 41:16
2
ଆଦି ପୁସ୍ତକ 41:38
ସେତେବେଳେ ଫାରୋ ସେମାନଙ୍କୁ କହିଲେ, “ମୁଁ ଭାବୁଛି ଆମ୍ଭେ ଏହି କାର୍ଯ୍ୟ ପାଇଁ ଯୋଷେଫଙ୍କଠାରୁ ଆଉ ଉତ୍ତମ ଲୋକ ପାଇପାରିବା ନାହିଁ। ପରମେଶ୍ୱରଙ୍କ ଆତ୍ମା ତା’ ମଧ୍ୟରେ ଅଛନ୍ତି।”
Explore ଆଦି ପୁସ୍ତକ 41:38
3
ଆଦି ପୁସ୍ତକ 41:39-40
ତେଣୁ ଫାରୋ ଯୋଷେଫଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ଏହିସବୁ ଦେଖାଇ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ। ମୁଁ ମୋର ଦେଶର ଦାୟିତ୍ୱ ତୁମ୍ଭକୁ ଦେଲି, ଏବଂ ସମସ୍ତ ଲୋକ ତୁମ୍ଭର ଆଦେଶ ମାନିବେ। କେବଳ ମୁଁ ତୁମ୍ଭଠାରୁ ବଡ଼ ହେବି।”
Explore ଆଦି ପୁସ୍ତକ 41:39-40
4
ଆଦି ପୁସ୍ତକ 41:52
ଯୋଷେଫ ତାଙ୍କର ଦ୍ୱିତୀୟ ପୁତ୍ରର ନାମ ଦେଲେ ଇଫ୍ରୟିମ କାରଣ ସେ କହିଲେ, “ମୋହର ଦୁଃଖ ଭୋଗର ଦେଶରେ ପରମେଶ୍ୱର ମୋତେ ଫଳବାନ କରିଅଛନ୍ତି।”
Explore ଆଦି ପୁସ୍ତକ 41:52
5
ଆଦି ପୁସ୍ତକ 41:51
ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷେଫ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷେଫ କହିଲେ, “ପରମେଶ୍ୱର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।”
Explore ଆଦି ପୁସ୍ତକ 41:51
Home
Bible
Plans
Videos