1
ମାତିଉ 26:41
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ତୁମିମଃନ୍ ହାନ୍ଦାୟ୍ ଜଃନ୍କଃରି ନଃହେଳାସ୍, ଇତାର୍ ଗିନେ ଜାଗି ରଃୟ୍ ପାର୍ତ୍ନା କଃରା; ତୁମାର୍ ଆତ୍ମାର୍ ଇଚା ସଃତ୍, ମଃତର୍ ଗଃଗାଳ୍ ଦୁର୍ବୁଳ୍ ।”
Compare
Explore ମାତିଉ 26:41
2
ମାତିଉ 26:38
ଆର୍ ଜିସୁ ସେମଃନ୍କେ କୟ୍ଲା, “ମର୍ ହଃରାଣ୍ ମଃର୍ତା ହର୍ ଉକ୍ଳି ଜଃଉଁଲି, ତୁମିମଃନ୍ ଇତି ରଃୟ୍ ଜାଗିରିଆ ।”
Explore ମାତିଉ 26:38
3
ମାତିଉ 26:39
ଆରେକ୍ ଜିସୁ ଅଃଳକ୍ ଦୁରି ଆଗେ ଜାୟ୍କଃରି ମାଣ୍ଡିକୁଟା ଦଃୟ୍ ପାର୍ତ୍ନା କଃରି କୟ୍ଲା, “ଏ ମର୍ ଉବା, ଜଦି ତର୍ ଇଚା, ତଃବେ ଇ ଦୁକ୍ କଃସ୍ଟାର୍ କପା ମର୍ ତଃୟ୍ହୁଣି ଦୁର୍ ଅଃଉଅ, ମଃତର୍ ଇରି ମର୍ ଇଚା ନାୟ୍, ତର୍ ଇଚା ।”
Explore ମାତିଉ 26:39
4
ମାତିଉ 26:28
ଇରି ମର୍ ବଃନି, ଲକ୍ମଃନାର୍ ହାହ୍ କେମା ଗିନେ ମୁଁୟ୍ ମର୍ ଜୁୟ୍ ବଃନି ଡାଳି ଦେଉଁକେ ଜଃଉଁଲେ, ଜୁୟ୍ରି ଇସ୍ୱରାର୍ ନଃଉଆଁ ବିଦିର୍ ଗଟ୍ ଚିନ୍ ।
Explore ମାତିଉ 26:28
5
ମାତିଉ 26:26
ଆର୍ ସେମଃନ୍ କାତି ରିଲାବଃଳ୍ ଜିସୁ ରୁଟି ଦଃରି ଇସ୍ୱର୍କେ ଦନ୍ୟବାଦ୍ ଦିଲା ଆର୍ ସେରି ଆସିର୍ବାଦ୍ କଃରି ଚେଲାମଃନ୍କେ ଦଃୟ୍ କୟ୍ଲା, “ନିଆ କାହା, ଇରି ମର୍ ଗଃଗାଳ୍ ।”
Explore ମାତିଉ 26:26
6
ମାତିଉ 26:27
ହଃଚେ ସେ ଗଟେକ୍ କପାୟ୍ ଅଙ୍ଗୁର୍ ରଃସ୍ ଦଃରି ଇସ୍ୱର୍କେ ଦନ୍ୟବାଦ୍ ଦିଲା ଆର୍ ଚେଲାମଃନ୍କେ ଦଃୟ୍ କୟ୍ଲା, “ଇରି ସଃବୁଲକ୍ ଡୁକା
Explore ମାତିଉ 26:27
7
ମାତିଉ 26:40
ଆର୍ ସେ ଚେଲାମଃନାର୍ ହାକ୍ ଆସି ସେମଃନ୍କେ ସଇରିଲାର୍ ଦଃକ୍ଲା, ଆର୍ ସେ ପିତର୍କେ କୟ୍ଲା, “ତୁମିମଃନ୍ କାୟ୍ ମର୍ ସଃଙ୍ଗ୍ ଚଃନେକ୍ ହେଁ ଜାଗୁ ନାହାର୍ଲାସ୍ ?
Explore ମାତିଉ 26:40
8
ମାତିଉ 26:29
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ ଦିନ୍ ମୁଁୟ୍ ମର୍ ଉବାର୍ ରାଇଜେ ତୁମାର୍ ସଃଙ୍ଗ୍ ନଃଉଆକଃରି ଅଙ୍ଗୁର୍ ରଃସ୍ ଡୁକିନ୍ଦ୍, ସେଦିନ୍ ହଃତେକ୍ ଆଜିହୁଣି ମୁଁୟ୍ ଇରି କଃବେହେଁ ନଃକାୟ୍ଁ ।”
Explore ମାତିଉ 26:29
9
ମାତିଉ 26:75
ଆର୍ ସଃଡେବଃଳ୍ ପିତର୍କେ ଜିସୁ କୟ୍ରିଲା କଃତା ମଃନେ ହଃଳ୍ଲି, ଜିସୁ କୟ୍ରିଲା, “କୁକ୍ଳା ନଃବାସ୍ତା ଆଗ୍ତୁ ତୁୟ୍ ମକ୍ ନଃଜାଣି ବଃଲି ତିନିତର୍ କଃଉସି ।” ପିତର୍ ହଃଦାୟ୍ ବାରାୟ୍ ଜାୟ୍ ବଃଡେ ଦୁକ୍ ଅୟ୍ କାନ୍ଦ୍ଲା ।
Explore ମାତିଉ 26:75
10
ମାତିଉ 26:46
ଉଟା, ଅଃମିମଃନ୍ ଜୁଆଁ, ହଦେ ଦଃକା ! ଜେ ମକ୍ ସଃତ୍ରୁର୍ ଆତେ ଦଃରାୟ୍ ଦଃୟ୍ଦ୍ ସେ ମର୍ ଲଃଗେ ଆସି କେଟ୍ଲାବେ ।”
Explore ମାତିଉ 26:46
11
ମାତିଉ 26:52
ଜିସୁ ତାକ୍ କୟ୍ଲା, “ତର୍ କଃଣ୍ଡାକ୍ କାପ୍ ବିତ୍ରେ ସଃଙ୍ଗାଉ, ବଃଲେକ୍ ଜୁୟ୍ ଲକ୍ମଃନ୍ କଃଣ୍ଡା ଦଃର୍ତି, ସେମଃନ୍ କଃଣ୍ଡା ସଃଙ୍ଗ୍ ହଃକା ନାସ୍ ଅଃଉତି ।
Explore ମାତିଉ 26:52
Home
Bible
Plans
Videos