1
ମାତିଉ 19:26
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ଜିସୁ ସେମଃନ୍କେ ଦଃକି କୟ୍ଲା, “ଇରି ମାନାୟ୍ କଃରୁ ନଃହାରେ ମଃତର୍ ଇସ୍ୱର୍ ସଃବୁ କଃରୁହାରେ ।”
Compare
Explore ମାତିଉ 19:26
2
ମାତିଉ 19:6
ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।”
Explore ମାତିଉ 19:6
3
ମାତିଉ 19:4-5
ଜିସୁ କୟ୍ଲା, “ତୁମିମଃନ୍ କାୟ୍ରି ଦଃର୍ମ୍ ସାସ୍ତର୍ ନଃହଳାସ୍ ? ରାଜି ଉବ୍ଜାୟ୍ଲା ମାପ୍ରୁ ଆଗେହୁଣି ସେମଃନ୍କେ ଅଃଣ୍ଡ୍ରା ଆର୍ ଟକି କଃରି ତିଆର୍ କଃରିଆଚେ । ଆର୍ କୟ୍ଲା, ‘ଇତାର୍ ଗିନେ ମାନାୟ୍ ଆୟାଉବାକ୍ ଚାଡେଦ୍ ଆର୍ ଅଃହ୍ଣାର୍ ମାୟ୍ଜି ଟାଣେ ମଃନ୍ ଦଃୟଃଦ୍ ଆର୍ ଦୁୟ୍ ଲକ୍ ଗଟେକ୍ ଅଃଉତି ।’
Explore ମାତିଉ 19:4-5
4
ମାତିଉ 19:14
ମଃତର୍ ଜିସୁ କୟ୍ଲା, “ସାନ୍ ହିଲାମଃନ୍କେ ଚାଡି ଦିଆସ୍, ସେମଃନ୍କେ ମର୍ ଚଃମେ ଆସୁକ୍ ମଃନା କଃରା ନାୟ୍, କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇରଃକମ୍ ଲକ୍ମଃନାର୍ ।”
Explore ମାତିଉ 19:14
5
ମାତିଉ 19:30
ମଃତର୍ ହଃର୍ତୁ ରିଲା କଃତେକ୍ ଲକ୍ ହଃଚେ ଅଃଉତି ଆର୍ ହଃଚେ ରିଲା କଃତେକ୍ ଲକ୍ ହଃର୍ତୁ ଅଃଉତି ।”
Explore ମାତିଉ 19:30
6
ମାତିଉ 19:29
ଆରେକ୍ ଜୁୟ୍ ଲକ୍ ମର୍ ନାଉଁ ଗିନେ ଗଃର୍, ବାୟ୍, ବେଣି, ଉବା, ଆୟା, ହିଲା, କି ବୁୟ୍ଁ ଚାଡେଦ୍ ସେ ସଏ ଗୁଣ୍ ଅଃଦିକ୍ ଆସିର୍ବାଦ୍, ଆର୍ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
Explore ମାତିଉ 19:29
7
ମାତିଉ 19:21
ଜିସୁ ତାକ୍ କୟ୍ଲା, “ଜଦି ତୁୟ୍ ହୁରୁଣ୍ ଅଃଉଁକେ ମଃନ୍ କଃରୁଲିସ୍, ତଃବେ ଜାୟ୍କଃରି ଅଃହ୍ଣାର୍ ସଃର୍ନେ ଦଃନ୍ ବିକିକଃରି କାୟ୍ରି ନୟ୍ଲା ଲକ୍ମଃନ୍କେ ଦାନ୍ କଃରି ଦେସ୍, ଆର୍ ତୁୟ୍ ସଃର୍ଗେ ଦଃନ୍ ହାଉସି; ତାର୍ହଃଚେ, ମର୍ ହଃଚେ ହଃଚେ ଆଉ ।”
Explore ମାତିଉ 19:21
8
ମାତିଉ 19:17
ଜିସୁ ତାକ୍ କୟ୍ଲା, “ନିକ ବିସୟେ ମକ୍ କାୟ୍ତାକ୍ ହଃଚାରୁଲି ? ଇସ୍ୱର୍ ହଃକା ସଃତ୍, ମଃତର୍ ତୁୟ୍ ଜଦି ଅଃମ୍ବର୍ ଜିବନ୍ ହାଉଁକେ ମଃନ୍ କଃରୁଲିସ୍, ତଃବେ ଇସ୍ୱରାର୍ ବିଦି ସଃବୁ ମାନ୍ ।”
Explore ମାତିଉ 19:17
9
ମାତିଉ 19:24
ଆରେକ୍ ଗଟ୍ତର୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଗଟ୍ ମାଜନ୍ ଲକ୍ ଇସ୍ୱରାର୍ ରାଇଜେ ଜାତା ବାଟା, ସୁତ୍ଲିର୍ କାଣାବାଟ୍ ଅୟ୍ ଉଟ୍ ଚିଙ୍ଗୁଳ୍ତାର୍ ଉସାସ୍ ।”
Explore ମାତିଉ 19:24
10
ମାତିଉ 19:9
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ ଲକ୍ ଅଃହ୍ଣାର୍ ମାୟ୍ଜିକେ, ଦାରି ଦଃସ୍ ଚାଡି ବିନ୍ କଃତାର୍ ଗିନେ ଚାଡ୍ ହଃତାର୍ ଦଃୟଃଦ୍ ଆର୍ ଆରେକ୍ ଗଟେକ୍ ମାୟ୍ଜିକେ ସଃଙ୍ଗାୟ୍ଦ୍ ସେ ଦାରିକାମ୍ କଃରେଦ୍ ।”
Explore ମାତିଉ 19:9
11
ମାତିଉ 19:23
ସେତାକ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, “ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାଜନ୍ ଲକ୍ କଃଡେ କଃସ୍ଟେ ସଃର୍ଗ୍ ରାଇଜେ ଜାୟ୍ଦ୍ ।
Explore ମାତିଉ 19:23
Home
Bible
Plans
Videos