1
ମାତିଉ 9:37-38
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ସଃଡେବଃଳ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, “ତାସ୍ ସିନା ଜଃବର୍, ହାୟ୍ଟି କଃର୍ତା ଲକ୍ ଉଣା । ଇତାକ୍ ଅଃହ୍ଣାର୍ ତାସ୍ ହଃଦାୟ୍ ହାୟ୍ଟି କଃର୍ତା ଲକ୍କେ ହଃଟାଉଁକେ, ତାସ୍ହଃଦାର୍ ସାଉକାର୍କେ ଗଃଉଆରି କଃରା ।”
Compare
Explore ମାତିଉ 9:37-38
2
ମାତିଉ 9:13
‘ଅଃମି ହୁଜା ମଃନ୍ ନଃକେରୁ, ମଃତର୍ ଦଃୟା ମଃନ୍ କଃରୁନ୍ଦ୍,’ ଇ କଃତାର୍ ଅଃର୍ତ୍ ତୁମିମଃନ୍ ଜାୟ୍ ସିକା, ବଃଲେକ୍ ମୁଁୟ୍ ଦଃର୍ମିମଃନ୍କେ କୁଦୁକେ ନାସି, ମଃତର୍ ହାହିମଃନ୍କେ କୁଦୁକେ ଆସି ଆଚି ।”
Explore ମାତିଉ 9:13
3
ମାତିଉ 9:36
ଆର୍ ଲକ୍ମଃନ୍କେ ଦଃକି ଜିସୁ ସେମଃନାର୍ ଗିନେ ଦଃୟା ଦଃକାୟ୍ଲା, ବଃଲେକ୍ ସେମଃନ୍ ଗଃଉଳିଆ ନୟ୍ଲା ମେଣ୍ଡାମଃନ୍ ସଃହା ନୟ୍ଲା ହର୍ କଃସ୍ଟ୍ ହାୟ୍ ଏଣେ ତେଣେ ଜଃତ୍କଃତ୍ ଅୟ୍ରିଲାୟ୍ ।
Explore ମାତିଉ 9:36
4
ମାତିଉ 9:12
ମଃତର୍ ଜିସୁ ସେରି ସୁଣି କୟ୍ଲା, “ଉଜ୍ ଲକାର୍ ଗିନେ ବୟ୍ଦ୍କାରି ଲଳା ନାୟ୍, ମଃତର୍ ମଃଳୁ ହଃଳ୍ଲା ଲକାର୍ ଗିନେ ଲଳା ଆଚେ ।
Explore ମାତିଉ 9:12
5
ମାତିଉ 9:35
ଇତାର୍ହଃଚେ ଜିସୁ ସଃବୁ ଗଃଳେ, ଆରେକ୍ ଗାଉଁମଃନ୍କେ ବୁଲୁକ୍ ଦଃର୍ଲା । ଆର୍ ସେମଃନାର୍ ପାର୍ତ୍ନା ଗଃରେ ସିକ୍ୟାଦଃୟ୍ ସଃର୍ଗ୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃରି ସଃବୁ ରଃକମାର୍ ରଗ୍ ଆର୍ ସଃବୁ ରଃକମାର୍ ମଃଳୁହଃଳ୍ଲାର୍ ଲକ୍ମଃନ୍କେ ଉଜ୍ କଃଲା ।
Explore ମାତିଉ 9:35
বাড়ি
বাইবেল
পরিকল্পনাগুলো
ভিডিও