ସଃଡେବଃଳ୍ ସେ ମାୟ୍ଜି ଦଃକ୍ଲି ଜେ, ସେ ଲୁକି ରେଉଁ ନଃହାର୍ଲି, ସଃଡେବଃଳ୍ ସେ ତଃର୍ତଃରି ଜିସୁର୍ ଗଡ୍ ତଃଳେ ଡୁଳ୍ଲି ଆର୍ କାୟ୍ତାକ୍ ତାକ୍ ଚୁୟ୍ଲି ଆରେକ୍ କଃନ୍କଃରି ସେଦାହ୍ରେ ଉଜ୍ ଅୟ୍ଲି ସେରିସଃବୁ ଲକ୍ମଃନାର୍ ମୁୟେଁ କୟ୍ଲି । ସେତାକ୍ ଜିସୁ ତାକେ କୟ୍ଲା, “ଜିଇ, ତର୍ ବିସ୍ୱାସ୍ ତକେ ଉଜ୍ କଃଲି ଆଚେ, ସୁସ୍ତା ଅୟ୍ ଜାଆ ।”