ମାର୍କ 6:5-6
ମାର୍କ 6:5-6 NTSAA20
ସେଜାଗାଇ ଆରି କେତେଟା ରଗିମନ୍କେ ସେ ଆତ୍ ସଙ୍ଗଇକରି ନିକ କର୍ବାଟା ଚାଡି ଆରି କାଇ ନ ଅଇବା କାମ୍ କରିନାପାର୍ଲା । କାଇକେବଇଲେ ତେଇର୍ ଲକ୍ମନ୍ ତାକେ ବିସ୍ବାସ୍ କରତ୍ ନାଇ । ଆରି ତେଇର୍ ଲକ୍ମନ୍ ତାକେ ବିସ୍ବାସ୍ ନ କର୍ବାଟା ଦେକି ଜିସୁ କାବାଅଇଗାଲା ।