ଲୁକ୍ 4:9-12
ଲୁକ୍ 4:9-12 NTSAA20
ପଚେ ସଇତାନ୍ ଜିସୁକେ ଜିରୁସାଲାମେ ଡାକିଦାରିଜାଇ, ମନ୍ଦିରର୍ ଚାଉନି ଟିପେ ଟିଆକରାଇ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଇତିଅନି ତଲେ ଡେଗଇଦେସ୍, କାଇକେବଇଲେ ସାସ୍ତରେ ଲେକାଆଚେ ତକେ ରକିଆ କର୍ବାକେ ପର୍ମେସର୍ ତାର୍ ନିଜର୍ ଦୁତ୍ମନ୍କେ ଆଦେସ୍ ଦେଇସି । ଆରି ମିସା ଲେକା ଆଚେ, ‘ଜେନ୍ତିକି ତର୍ ପାଦ୍ ପାକ୍ନାଇ ନ ପାଏ, ସେଟାର୍ପାଇ ଦୁତ୍ମନ୍ ତକେ ଆତେଦାରି ଟେକି ନେବାଇ ।’ ” ଜିସୁ ସଇତାନ୍କେ କଇଲା, “ଏଟା ମିସା ଲେକାଆଚେ, ତୁଇ ତର୍ ମାପ୍ରୁ ନିଜର୍ ପର୍ମେସର୍କେ ପରିକା କର୍ ନାଇ ।”