ଜଅନ୍ 16:22-23
ଜଅନ୍ 16:22-23 NTSAA20
ସେନ୍ତାରିସେ ତମ୍କେ ମିସା ଅଇସି । ଏବେ ତମେ ଦୁକ୍ଅଇ ଆଚାସ୍, ମାତର୍ ଆରି ତରେକ୍ ମୁଇ ତମ୍କେ ଦେକାଇଅଇବି, ତାର୍ ପଚେ ତମେ ବେସି ସାର୍ଦା ଅଇସା । ଆରି କେମିସା ତମର୍ ସାର୍ଦା ତମର୍ଟାନେଅନି ଚାଡାଇ ନେଇ ନାପାରତ୍ । “ସେବେଲା ତମେ ମକେ ମୁଲ୍କେ ନ ପାଚାରାସ୍ । ମୁଇ ତମ୍କେ ସତ୍ କାତା କଇଲିନି, ତମେ ମର୍ ନାଉଁ ଦାରି ବାବାକେ କାଇଟା ମିସା ମାଙ୍ଗ୍ସା ବଇଲେ ସେଟା ଦେଇସି ।