ପେରିତ୍ ଏ ବଇ ବିସଇତେଇ ଜାନ୍ବାଟା
ଏ ବଇ ବିସଇତେଇ ଜାନ୍ବାଟା
ପେରିତ୍ ବଇ ଅଇଲାନି ମଣ୍ଡଲି ଆରାମ୍ ଅଇଲା ବଇ, ଆରି କେନ୍ତାରି ଜିରୁସାଲମେ ଅନି ଜିଉଦା ସମରିଆ, ଆରି ବିନ୍ବିନ୍ ଜାଗାମନ୍କେ ଜାନାଇ ଅଇଲା ୧:୮ । ଏଟା ଜିସୁ ସର୍ଗେ ଜିବା ଆଗ୍ତୁ ତାର୍ ସିସ୍ମନ୍କେ କଇ ରଇଲା, ପେରିତ୍ ବଇ ଲୁକ୍ଲେକି ରଇଲା, ଜେକି ଲୁକ୍ ସୁବ୍କବର୍ ମିସା ଲେକି ରଇଲା । ସେ ଗଟେକ୍ ଡାକ୍ଦର୍ ରଇଲା, ଆରି କାଇଟାମିସା ବୁଲ୍ ନ କର୍ତେ ଲେକ୍ବାକେ ମନ୍ଦିଆନ୍ ଦେଇତେ ରଇଲା । ସେ ସୁବ୍କବର୍ ବଇଟାନେ ଆରି ପେରିତ୍ ବଇ ଏ ଦୁଇଟା ବଇଟାନେଜାକ ତିଅପିଲ୍କେ ଜାନାଇ ଆଚେ । ଜନ୍ ଲକ୍କି ସେ ଗଟେକ୍ ଗିରିକ୍ ଲକ୍ ରଇଲା ଏ ଦୁଇଟାଜାକ ବଇ ଗିରିକ୍ ଆରି ଜିଉଦି ଲକ୍ମନର୍ ପାଇ ଅଇରଇଲା ପେରିତ୍ ୧:୧ ।
ଜାନ୍ବାକେ ଗାଲେ ପେରିତ୍ ବଇ ଜିସୁକିରିସ୍ଟ ଜନମ୍ ଅଇକରି ୬୦-୬୪ ବିତ୍ରେ ଲେକାଅଇ ରଇଲା । କାଇକେବଇଲେ ପାଉଲ୍ ବନ୍ଦିଗରେ ରଇକରି ମୁକଲ୍ବା ଆଗ୍ତୁ ଏ ବଇର୍ ଲେକାକାମ୍ ସାରିରଇଲା । ଲୁକ୍ ମିସା ପାଉଲର୍ ସଙ୍ଗ୍ ବୁଲି ରଇଲା, ଆରି ପେରିତ୍ ବଇ ଆନ୍ତିକିଆଇ ଅନି ଲେକାଅଇ ରଇଲା । ପେରିତ୍ ବଇ ଲୁକ୍ ସୁବ୍କବର୍ତେଇ ଅନି ଆରାମ୍ ଅଇଲା ଆଚେ, ଆରି ଜିସୁ ସର୍ଗେ ଜିବାଟା ଆରାମ୍ ଅଇଲାନି ଲୁକ୍ ସୁବ୍କବରର୍ ଆଦେସ୍ ଆରି ପେରିତର୍ ଲେକା ଆଦେସ୍ ସଙ୍ଗ୍ ସମାନ୍ ଆଚେ । ସେ ତିଅପିଲ୍କେ ଆରି ବିସ୍ବାସ୍ ବଡି ଆଇବା ଲକ୍ମନ୍କେ ନିକସଙ୍ଗ୍ ରଇବାକେ ମନ୍କଲାନି । ସେମନ୍କେ କାଇ ସିକିଆ ଦିଆ ଅଇରଇଲା ଜିସୁକିରିସ୍ଟର୍ ଜିବନ୍ ବିସଇ ଆରି ବଡିଆଇବା ବିସ୍ବାସିମନର୍ ବିସଇ କାଇବୁଲ୍ ନ କର୍ତେ ଇସାବ୍ ସଙ୍ଗଇଆଚେ । ପେରିତ୍ ବଇଟାନେ ଆଗ୍ତୁର୍ ମଣ୍ଡଲି ଜିସୁକିରିସ୍ଟର୍ ଟାନେ ବିସ୍ବାସ୍ କରି ଜିଇବା କାଇବାକେ ଆମ୍କେ ଜାନାଇଲାନି । ଆମ୍କେ ପେରିତ୍ମନର୍ ଟାନେଅନି ଜାନାଇଲାନି କି, ଆମେ କେନ୍ତାରି ସୁକଲ୍ ଆତ୍ମାଟାନେ ରଇକରି ବିନ୍ଲକ୍ମନ୍କେ ସୁବ୍କବର୍ ଜାନାଇ ଅଇସି ।
ଏ ବଇ ବିତ୍ରେ ରଇବା ମୁକିଆ ବିସଇ
୧. ସୁକଲ୍ ଆତ୍ମା ଆଇବାଟା ଆରି ମଣ୍ଡଲି ବଡ୍ବାଟା । ୧:୧–୮:୧
୨. ମଣ୍ଡଲିର୍ ଦୁକ୍କସ୍ଟ ଆରି ସୁବ୍କବର୍ ଅଦିକ୍ ଅଦିକ୍ ବଡ୍ବାଟା । ୮:୨–୧୨:୨୩
୩. ପାଉଲ୍ ପର୍ତୁମ୍ ତର୍ ସେବା କର୍ବାକେ ଜିବାଟା । ୧୨:୨୪–୧୪:୨୮
୪. ନୁଆ ବିସ୍ବାସିମନର୍ ଦର୍କାର୍ ବିସଇ ଆରି ଜିରୁସାଲମର୍ ସେବା । ୧୫:୧-୩୫
୫. ପାଉଲ୍ ଦୁଇପାଲି ସେବାକାମେ ଜିବାଟା । ୧୫:୩୬–୧୮:୨୨
୬. ପାଉଲ୍ ତିନ୍ପାଲି ସେବାକାମେ ଜିବାଟା । ୧୮:୨୩–୨୦:୩୮
୭. ପାଉଲ୍ ଜିରୁସାଲମେ ବନ୍ଦିଅଇରଇଲାଟା । ୨୧:୨୬
୮. ପାଉଲ୍ ରମ୍ ରାଇଜେ ଜିବାଟା । ୨୭:୧–୨୮:୧-୩୧
Currently Selected:
ପେରିତ୍ ଏ ବଇ ବିସଇତେଇ ଜାନ୍ବାଟା: NTSaa20
Highlight
Share
Copy
Want to have your highlights saved across all your devices? Sign up or sign in
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020