ପେରିତ୍ 5:3-5
ପେରିତ୍ 5:3-5 NTBPL20
ସେତାକ୍ ପିତର୍ କୟ୍ଲା, “ଏ ହନନିଅ ପବିତ୍ର ଆତ୍ମା ଚଃମେ ମିଚ୍ କଃଉଁକେ ଆର୍ ବୁୟ୍ଁ ବିକ୍ଲା ଟଃକାର୍ କଃତେକ୍ ଲୁକାୟ୍ ସଃଙ୍ଗାଉଁକ୍ ସୟ୍ତାନ୍ ତର୍ ମଃନ୍କେ କାୟ୍ତାକ୍ ଅଃଦିକାର୍ କଃରି ଆଚେ ।” ନଃବିକ୍ତା ହୁର୍ବେ ସେରି କାୟ୍ ତର୍ ନିଜାର୍ ଅୟ୍ନଃରିଲି ? ଆର୍ ବିକ୍ଲା ହଃଚେ ସେତିର୍ ଟଃକା କାୟ୍ ତୁମାର୍ ଅଃଦିକାରେ ନଃରିଲି ? ତଃବେ ତୁୟ୍ କାୟ୍ତାକ୍ ଇ ହର୍ ମଃନେ ବାବ୍ଲିସ୍ ? ତୁୟ୍ ମାନାୟ୍ର୍ ଚଃମେ ମିଚ୍ କୟ୍ଲିସ୍, ସେରି ନାୟ୍ ମଃତର୍ ଇସ୍ୱର୍ ଚଃମେ ମିଚ୍ କୟ୍ଲିସ୍ । ଇ ସଃବୁ କଃତା ସୁଣ୍ଲା ଦାହ୍ରେ ହନନିଅ କଚାଳି ଅୟ୍ ତଃଳେ ଅଦ୍ରି ମଃଲା । ସେତାକ୍ ସେମଃନ୍ ଇ କଃତା ଜଃତେକ୍ ଲକ୍ ସୁଣ୍ଲାୟ୍ ସଃବୁ ଲକ୍ ବଃଡେ ଡିର୍ଲାୟ୍ ।