YouVersion Logo
Search Icon

ମାର୍କଲିଖିତ ସୁସମାଚାର 8:37-38

ମାର୍କଲିଖିତ ସୁସମାଚାର 8:37-38 ODCLBSI

କୌଣସି ବିଷୟର ବିନିମୟରେ ସେ ତା’ର ଜୀବନ ଫେରି ପାଇବ ନାହିଁ। ଏହି ଈଶ୍ୱରବିମୁଖ ଯୁଗରେ ଯଦି କେହି ମୋ’ ପାଇଁ ଓ ମୋର ଶିକ୍ଷା ପାଇଁ ଲଜ୍ଜା ବୋଧ କରେ, ତେବେ ଈଶ୍ୱରଙ୍କ ଗୌରବରେ ପରିପୂର୍ଣ୍ଣ ହୋଇ ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ସ୍ୱର୍ଗଦୂତମାନଙ୍କ ସହିତ ପୁଣି ଥରେ ଆସିବେ, ସେ ମଧ୍ୟ ସେମାନଙ୍କ ଲାଗି ଲଜ୍ଜିତ ହେବେ।”