YouVersion Logo
Search Icon

ମାର୍କଲିଖିତ ସୁସମାଚାର 7:15

ମାର୍କଲିଖିତ ସୁସମାଚାର 7:15 ODCLBSI

ବାହାରର କୌଣସି ବିଷୟ ମନୁଷ୍ୟ ଭିତରେ ପ୍ରବେଶ କରି ତାକୁ ଅପବିତ୍ର କରିପାରେ ନାହିଁ। ବରଂ ଯେଉଁ ବିଷୟ ମନୁଷ୍ୟ ଭିତରୁ ବାହାରକୁ ଆସେ, ତାହା ହିଁ ତାକୁ ଅଶୁଚି କରିଥାଏ।”