YouVersion Logo
Search Icon

ମାର୍କଲିଖିତ ସୁସମାଚାର 5:35-36

ମାର୍କଲିଖିତ ସୁସମାଚାର 5:35-36 ODCLBSI

ଯୀଶୁ ଏହି କଥା କହିଲାବେଳେ, ଯାଇରସଙ୍କ ଘରୁ ଖବର ନେଇ ଆସିଥିବା ଲୋକମାନେ ତାଙ୍କୁ କହିଲେ, “ଆପଣଙ୍କ ଝିଅ ମରିଗଲାଣି, ଆଉ କାହିଁକି ଗୁରୁଙ୍କୁ ହଇରାଣ କରୁଛନ୍ତି।” ଯୀଶୁ ସେମାନଙ୍କ କଥାକୁ ଭ୍ରୂକ୍ଷେପ ନ କରି ଯାଇରସଙ୍କୁ କହିଲେ, “ଭୟ କର ନାହିଁ; କେବଳ ବିଶ୍ୱାସ କର।”