YouVersion Logo
Search Icon

ମାର୍କଲିଖିତ ସୁସମାଚାର 14:9

ମାର୍କଲିଖିତ ସୁସମାଚାର 14:9 ODCLBSI

ମୁଁ କହୁଛି, ସାରା ଜଗତରେ ମୋର ସୁସମାଚାର ଯେଉଁଠାରେ ପ୍ରଚାର କରାଯିବ, ଏହି ସ୍ତ୍ରୀ ଲୋକ ଯାହା କରିଛି, ତାକୁ ସ୍ମରଣ କରିବା ପାଇଁ ଏ ସବୁ କୁହାଯାଉଥିବ।”