YouVersion Logo
Search Icon

ମାର୍କଲିଖିତ ସୁସମାଚାର 14:30

ମାର୍କଲିଖିତ ସୁସମାଚାର 14:30 ODCLBSI

ଯୀଶୁ ପିତରଙ୍କୁ କହିଲେ, “ମୁଁ ତୁମକୁ କହୁଛି, ଆଜି ରାତିରେ କୁକୁଡ଼ା ଦୁଇଥର ଡ଼ାକିବା ପୂର୍ବରୁ ତୁମେ ମୋତେ ତିନି ଥର ଅସ୍ୱୀକାର କରିବ।”