YouVersion Logo
Search Icon

ମାର୍କଲିଖିତ ସୁସମାଚାର 1:17-18

ମାର୍କଲିଖିତ ସୁସମାଚାର 1:17-18 ODCLBSI

ଯୀଶୁ ସେମାନଙ୍କୁ ଆହ୍ୱାନ କରି କହିଲେ, “ମୋ’ ପଛେ ପଛେ ଆସ, ମୁଁ ତୁମକୁ ମନୁଷ୍ୟଧାରୀ କରିବି।” ସେହିକ୍ଷଣି ସେମାନଙ୍କର ଜାଲ ଛାଡ଼ି ସେମାନେ ତାଙ୍କର ଅନୁଗମନ କଲେ।

Video for ମାର୍କଲିଖିତ ସୁସମାଚାର 1:17-18