YouVersion Logo
Search Icon

ମାଥିଉଲିଖିତ ସୁସମାଚାର 24:12-13

ମାଥିଉଲିଖିତ ସୁସମାଚାର 24:12-13 ODCLBSI

ଏହିପରି ଭାବରେ ଅଧର୍ମ ବଢ଼ି ଚାଲିବ ଏବଂ ଲୋକଙ୍କର ପ୍ରେମ ଶିଥିଳ ହୋଇ ପଡ଼ିବ। କିନ୍ତୁ ଯେ କେହି ଶେଷ ପର୍ଯ୍ୟନ୍ତ ସ୍ଥିର ହୋଇ ରହିବ, ସେ ପରିତ୍ରାଣ ପାଇବ।

Video for ମାଥିଉଲିଖିତ ସୁସମାଚାର 24:12-13