YouVersion Logo
Search Icon

ମାଥିଉଲିଖିତ ସୁସମାଚାର 22:19-21

ମାଥିଉଲିଖିତ ସୁସମାଚାର 22:19-21 ODCLBSI

ଯେଉଁ ମୁଦ୍ରାରେ କର ଦେଉଛ, ସେଥିରୁ ଗୋଟିଏ ଆଣି ମୋତେ ଦେଖାଅ। ସେମାନେ ଗୋଟିଏ ମୁଦ୍ରା ଆଣି ତାଙ୍କୁ ଦେଲେ। ସେ ସେମାନଙ୍କୁ ପଚାରିଲେ, “ଏହି ମୁଦ୍ରା ଉପରେ କାହାର ନାମ ଓ ପ୍ରତିକୃତି ଅଙ୍କିତ ହୋଇଛି?” ସେମାନେ ଉତ୍ତର ଦେଲେ, “ସମ୍ରାଟଙ୍କର”। ଯୀଶୁ ସେମାନଙ୍କୁ କହିଲେ, “ତେବେ ଯାହା ସମ୍ରାଟଙ୍କର, ତାହା ସମ୍ରାଟଙ୍କୁ ଦିଅ ଏବଂ ଯାହା ଈଶ୍ୱରଙ୍କର, ତାହ ଈଶ୍ୱରଙ୍କୁ ଦିଅ।”