ମାଥିଉଲିଖିତ ସୁସମାଚାର 20:34
ମାଥିଉଲିଖିତ ସୁସମାଚାର 20:34 ODCLBSI
ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ। ସଙ୍ଗେ ସଙ୍ଗେ ସେମାନେ ଦୃଷ୍ଟି ଶକ୍ତି ପାଇଲେ ଏବଂ ଯୀଶୁଙ୍କ ପଛେ ପଛେ ଚାଲିଲେ।