YouVersion Logo
Search Icon

ମାଥିଉଲିଖିତ ସୁସମାଚାର 19:4-5

ମାଥିଉଲିଖିତ ସୁସମାଚାର 19:4-5 ODCLBSI

ଯୀଶୁ ଉତ୍ତର ଦେଲେ, “ଶାସ୍ତ୍ରରେ ପଢ଼ିନାହଁ କି, ଆଦ୍ୟରେ ସୃଷ୍ଟିକର୍ତ୍ତା ମନୁଷ୍ୟକୁ ନର ଓ ନାରୀ ରୂପେ ସୃଷ୍ଟି କରିଥିଲେ? ସେତେବେଳେ ଈଶ୍ୱର କହିଥିଲେ, “ଏଥିପାଇଁ ପୁରୁଷ ତା’ ପିତାମାତାଠାରୁ ବିଚ୍ଛିନ୍ନ ହୋଇ ତାହାର ସ୍ତ୍ରୀ ସହିତ ସଂଯୁକ୍ତ ହେବ ଏବଂ ସେମାନେ ଉଭୟେ ଏକ ହେବେ।

Video for ମାଥିଉଲିଖିତ ସୁସମାଚାର 19:4-5