ଯୋହନ 14:13-14
ଯୋହନ 14:13-14 ODCLBSI
ଏବଂ ମୋ’ ନାମରେ ତୁମେ ଯାହା କିଛି ମାଗିବ, ତାହା ମୁଁ ପ୍ରଦାନ କରିବି। ଏହାଦ୍ୱାରା ପୁତ୍ରଙ୍କଠାରେ ପିତା ଈଶ୍ୱରଙ୍କ ମହିମା ପ୍ରକାଶ ପାଇବ। ମୋ’ ନାମ ନେଇ ମୋତେ ଯାହା କିଛି ମାଗିବ, ମୁଁ ତୁମ୍ଭମାନଙ୍କୁ ତାହା ଦେବି।