ମାଥିଉ 7:15-16
ମାଥିଉ 7:15-16 ODIAOV-BSI
ଭଣ୍ତ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ତାବେଶରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ! ସେମାନଙ୍କ ଫଳ ଦ୍ଵାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟା ଗଛରୁ ଦ୍ରାକ୍ଷା ଫଳ କିମ୍ଵା କାନକୋଳି ଗଛରୁ ଡିମିରି ଫଳ ତୋଳନ୍ତି?