YouVersion Logo
Search Icon

ମାଥିଉ 14:28-29

ମାଥିଉ 14:28-29 ODIAOV-BSI

ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ। ଯୀଶୁ କହିଲେ, ଆସ। ସେଥିରେ ପିତର ନୌକାରୁ ଓହ୍ଳାଇ ଜଳ ଉପରେ ଚାଲି ଯୀଶୁଙ୍କ ନିକଟକୁ ଗଲେ।