YouVersion Logo
Search Icon

ଆଦି ପୁସ୍ତକ 21:17-18

ଆଦି ପୁସ୍ତକ 21:17-18 ODIAOV-BSI

ସେତେବେଳେ ପରମେଶ୍ଵର ବାଳକର ରବ ଶୁଣିଲେ; ପୁଣି ପରମେଶ୍ଵରଙ୍କ ଦୂତ ଆକାଶରୁ ଡାକି ହାଗାରକୁ କହିଲେ, ଆଗୋ ହାଗାର, ତୁମ୍ଭର କଅଣ ହେଲା? ଭୟ କର ନାହିଁ; କାରଣ ଯେଉଁ ସ୍ଥାନରେ ବାଳକ ଅଛି, ସେହି ସ୍ଥାନରେ ପରମେଶ୍ଵର ତାହାର ରବ ଶୁଣିଅଛନ୍ତି। ତୁମ୍ଭେ ଠିଆ ହୋଇ ବାଳକକୁ ଉଠାଇ ହସ୍ତରେ ଧର; ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା।