ପ୍ରେରିତ 7:49
ପ୍ରେରିତ 7:49 ODIAOV-BSI
ସ୍ଵର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ? କିମ୍ଵା ଆମ୍ଭର ବିଶ୍ରାମସ୍ଥାନ କାହିଁ?