1
ଲୁକ୍ 22:42
ସତିଅର୍ ବାଟ୍, ନୁଆ ନିୟମ୍, 2020
“ଏ ବାବା, ତୁଇ ମନ୍କଲେ ଏ କସ୍ଟର୍ ମୁତା ମର୍ତେଇଅନି ଦୁରିକେ ନେ । ମାତର୍ ମୁଇ ମନ୍ କଲା ଇସାବେ ନାଇ, ତର୍ ମନ୍କଲା ଇସାବେ ସିଦ୍ ଅ ।”
Compare
Explore ଲୁକ୍ 22:42
2
ଲୁକ୍ 22:32
ମାତର୍ ତର୍ ବିସ୍ବାସ୍ ଉନା ନ ଅ ବଲି ମୁଇ ପାର୍ତନା କଲିଆଚି । ସେ ପରିକାଇ, ବିସ୍ବାସେ ଡାଟ୍ଅଇ, ଜିତି ଆଇଲେ ତର୍ ବାଇମନ୍କେ ମିସା ସେନ୍ତି ଡାଟ୍ କରାଇସୁ ।”
Explore ଲୁକ୍ 22:32
3
ଲୁକ୍ 22:19
ଆରି ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ଦେଇ ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ଏଟା ମର୍ ଗାଗଡ୍, ଜନ୍ଟା ତମର୍ ପାଇ ଦିଆଅଇଲା ଆଚେ । ମକେ ଏତାଇବା ପାଇ ଏଟା କରା ।”
Explore ଲୁକ୍ 22:19
4
ଲୁକ୍ 22:20
ସେନ୍ତାରିସେ କାଇଲା ପଚେ ସେ ମୁତାଇ ଅଙ୍ଗୁର୍ ରସ୍ ଦାରି କଇଲା, “ଏ ମୁତା ମର୍ ବନିତେଇ, ପର୍ମେସର୍ ଲକ୍ମନର୍ ସଙ୍ଗ୍ କଲା ନୁଆ ରାଜିନାମା । ଏଟା ତମର୍ପାଇ ଜର୍ଲା ମର୍ ବନି ।”
Explore ଲୁକ୍ 22:20
5
ଲୁକ୍ 22:44
ମାତର୍ ଜିସୁ ଅଦିକ୍ ବିକଲ୍ ଅଇ, ମନ୍ଦିଆନ୍ ଦେଇ ପାର୍ତନା କର୍ବାର୍ ଦାର୍ଲା । ତାର୍ ଗାଗ୍ଡର୍ ଜାଲ୍ ପାନି, ବନିପାରା ଜର୍ଜର୍ ଅଇ ବୁଏଁ ତିପିଗାଲା ।
Explore ଲୁକ୍ 22:44
6
ଲୁକ୍ 22:26
ମାତର୍ ତମର୍ ବିତ୍ରେ ଏନ୍ତି ନ ଉଆ । କେ ବଡ୍ ସେ ସାନ୍ ଅ । ଆରି କେ ନେତା ରଇସି ସେ ସବୁଲକର୍ ସେବା କର୍ବାର୍ ଆଚେ ।
Explore ଲୁକ୍ 22:26
7
ଲୁକ୍ 22:34
ତାର୍ ପଚେ ଜିସୁ କଇଲା, “ଏ ପିତର୍ ମୁଇ ତକେ କଇଲିନି, ତୁଇ ଏବେ ଏନ୍ତି କଇଲୁସ୍ନି, ମାତର୍ ଆଜି ରାତି କୁକ୍ଡା ନ ଡାକ୍ବା ଆଗ୍ତୁ ମକେ ତିନ୍ତର୍ ନାଜାନି ବଲି କଇସୁ ।”
Explore ଲୁକ୍ 22:34
Home
Bible
Plans
Videos