ଦିନେକ୍ ଜିସୁ ତାର୍ ସିସ୍ମନ୍କେ କଇଲା, “ଏ ଦୁନିଆଇ ସବୁ ବେଲା ଲକ୍ମନ୍କେ ପାପ୍ କରାଇବାକେ କାଇଆଲେ ପରିକା ଆଇସି । ମାତର୍ ଜନ୍ ଲକ୍ ଏନ୍ତି ବିନ୍ ଲକ୍କେ ପାପ୍ କରାଇସି, ସେମନ୍କେ କେତେକ୍ କସ୍ଟର୍ ଦସା ଅଇସି । କାଇକେବଇଲେ ପର୍ମେସର୍ ସେମନ୍କେ ବେସି ବଡ୍ ଡଣ୍ଡ୍ ଦେଇସି । ସେନ୍ତାରି ଲକ୍, ଦରମ୍ ଲକ୍ମନ୍କେ ପାପ୍କରାଇବା ବାଦୁଲେ ଗାଲାଇ ଗଟେକ୍ ବଡ୍ଟା ଜତା ପାକ୍ନା ବାନ୍ଦିକରି ଡେଙ୍ଗ୍ ପାନିତେଇ ପିଙ୍ଗି ଦେବାପାରା ଡଣ୍ଡ୍ ତାର୍ପାଇ ନିକ ଅଇତା ।