ତାର୍ ପଚେ ଜିସୁ କଇଲା, “ପର୍ମେସରର୍ ରାଇଜ୍ କେନ୍ତାଟା, ଆରି ମୁଇ କାଇଟା ସଙ୍ଗ୍ ସେଟା ସମାନ୍ କର୍ବି ? ପର୍ମେସରର୍ ରାଇଜ୍ ଗଟେକ୍ ବଡ୍ ବର୍ ଗଚର୍ ସାନ୍ଟା ମୁଞ୍ଜି ପାରା । ଗଟେକ୍ ଲକ୍ ଗଟେକ୍ ସାନ୍ଟା ମୁଞ୍ଜି ରପିଦେଲା । ସେ ମୁଞ୍ଜି ତେଇ ଗାଜା ଅଇ ବଡ୍ ଗଚ୍ପାରା ଅଇଲା ଆରି ଚଡଇମନ୍ ଆସି ତାର୍ କେନ୍ଦାଇ ଗୁଡା ବାନ୍ଦ୍ଲାଇ ।”