1
ଜଅନ୍ 4:24
ସତିଅର୍ ବାଟ୍, ନୁଆ ନିୟମ୍, 2020
ପର୍ମେସର୍ ଅଇଲାନି ଆତ୍ମା । ଆରି ଜନ୍ଲକ୍ମନ୍ ତାକେ ଉପାସନା କଲାଇନି, ସେମନ୍ ସତ୍ସଙ୍ଗ୍ ଆତ୍ମାଇ ଉପାସନା କର୍ବାର୍ଆଚେ ।”
Compare
Explore ଜଅନ୍ 4:24
2
ଜଅନ୍ 4:23
ବେଲା ଆଇଲାନି ଆରି ସେ ବେଲା କେଟ୍ଲାବେ, ଜେଡେବେଲା କି ସୁକଲ୍ଆତ୍ମାର୍ ବପୁସଙ୍ଗ୍ ଲକ୍ମନ୍, ବାବା ପର୍ମେସର୍କେ ନିକସଙ୍ଗ୍ ଚିନ୍ବାଇ । ସେବେଲେ ସେମନ୍ ତାକର୍ ମନେ ସତ୍ସଙ୍ଗ୍ ଉପାସନା କର୍ବାଇ । ସେନ୍ତି ଉପାସନା କର୍ବା ଲକ୍ମନ୍କେ ବାବା ମନ୍ କଲାନି ।
Explore ଜଅନ୍ 4:23
3
ଜଅନ୍ 4:14
ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।”
Explore ଜଅନ୍ 4:14
4
ଜଅନ୍ 4:10
ଜିସୁ ତାକେ କଇଲା, “ପର୍ମେସର୍ ଦେବା ଦାନର୍ ବିସଇ, ତୁଇ ଅଲପ୍ ଆଲେ ଜାନି ରଇଲେ ଆରି ମୁଇ କେ ବଲି ଜାନ୍ତୁସ୍ ବଇଲେ ମକେ ମାଙ୍ଗ୍ତୁସ୍ । ଆରି ମୁଇ ତକେ ଜିବନ୍ ଦେବା ପାନି ଦେଇତି ।”
Explore ଜଅନ୍ 4:10
5
ଜଅନ୍ 4:34
ଜିସୁ ସେମନ୍କେ କଇଲା, “ମକେ ପାଟାଇରଇବା ପର୍ମେସର୍ ମନ୍କଲାଟା ମାନିକରି ଆରି ସେ ଦେଇରଇବା କାମ୍ ପୁରାପୁରୁନ୍ କର୍ବାଟାସେ ମର୍ କାଦି ।
Explore ଜଅନ୍ 4:34
6
ଜଅନ୍ 4:11
ମାଇଜି କଇଲା, “ଆଗିଆଁ, ତମର୍ ଲଗେତା ପାନି ଜିକ୍ବାକେ ବାଲ୍ଟିନାଇ, ଆରି ଏ କୁଇସାଲ୍ ବେସି ଡେଙ୍ଗ୍ ଆଚେ । କନ୍ତିଅନି ତମେ ଜିବନ୍ ଦେବା ପାନି ମିଲାଇସୁ ?
Explore ଜଅନ୍ 4:11
7
ଜଅନ୍ 4:25-26
ସେ ମାଇଜି କଇଲା, “ମୁଇ ଜାନି, ମସିଅ ଜାକେ କି କିରିସ୍ଟ ବଲ୍ବାଇ । ସେବେଲାଇ ଆସି ଆମ୍କେ ସବୁ ବିସଇ ବୁଜାଇ ଦେଇସି ।” ଜିସୁ ତାକେ କଇଲା, “ଏବେ ତର୍ ସଙ୍ଗ୍ ଜେ କାତା ଅଇଲାନି, ମୁଇ ସେ ।”
Explore ଜଅନ୍ 4:25-26
8
ଜଅନ୍ 4:29
“ଆସା ଗଟେକ୍ ଲକ୍କେ ଦେକ୍ସା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା । ସେ ପର୍ମେସର୍ ବାଚି ପାଟାଇଲା ରାଜା ମସିଅ ଅଇଲେ ଅଇରଇସି କାଇକି ।”
Explore ଜଅନ୍ 4:29
Home
Bible
Plans
Videos