“ମଃତର୍ ସୁଣୁଲାସ୍ ଜେ ତୁମିମଃନ୍, ତୁମିମଃନ୍କେ ମୁଁୟ୍ କଃଉଁଲେ, ତୁମାର୍ ସଃତ୍ରୁମଃନ୍କେ ଲାଡ୍ କଃରା; ଜୁୟ୍ ଲକ୍ମଃନ୍ ତୁମିମଃନ୍କେ ଗିଣ୍ କଃର୍ତି, ସେମଃନାର୍ ବଃଲ୍ ଚିତା କଃରା; ଜୁୟ୍ ଲକ୍ମଃନ୍ ତୁମିକେ ସାୟ୍ପ୍ ଦେତି, ସେମଃନ୍କେ ଆସିର୍ବାଦ୍ କଃରା; ଜୁୟ୍ ଲକ୍ମଃନ୍ ତୁମିକେ ହିନ୍ମାନ୍ କଃର୍ତି, ସେମଃନାର୍ ଗିନେ ପାର୍ତ୍ନା କଃରା ।