“ଦଃର୍ମ୍ ଗୁରୁମଃନାର୍ ତଃୟ୍ ଜଃଗ୍ରାତ୍, ସେମଃନ୍ ଡେଙ୍ଗ୍ ବଃସ୍ତର୍ ହିନ୍ଦି ବୁଲୁକ୍, ଆର୍ ଆଟେ ବଃଜାରେ ଜୁଆର୍ ହାଉଁକେ, ପାର୍ତ୍ନା ଗଃରେ ବଃଡ୍ କୁର୍ଚି ଆର୍ ବଜିତଃୟ୍ ବଃଡ୍ ଟାଣେ ବଃସୁକେ ମଃନ୍ କଃର୍ତି । ସେମଃନ୍ ରାଣ୍ଡିମଃନାର୍ ଗଃର୍ଗୁଡା ସଃବୁ ଅଃଦିକାର୍ କଃର୍ତି ଆର୍ ଚାଲାକି କଃରି ବେସି ଗଃଳି ପାର୍ତ୍ନା କଃର୍ତି; ସେମଃନ୍ ଜଃବର୍ ବିଚାର୍ ତଃୟ୍ଁ ଡଃଣ୍ଡ୍ ହାଉତି ।”