ଆରେକ୍ ଜିସୁ ମୁଣ୍ଡ୍ ଟେକି ମାୟ୍ଜିକେ ହଃଚାର୍ଲା, “ସେମଃନ୍ କଃୟ୍ ? ତକ୍ ଦସି କଃରି ଡଃଣ୍ଡ୍ ଦେଉଁକ୍ କାୟ୍ ଗଟେକ୍ ଲକ୍ହେଁ ନଃରିଲାୟ୍ ?”
ସେ କୟ୍ଲି, “ନାୟ୍ ମାପ୍ରୁ, କେ ହେଁ ନାୟ୍ ।”
ସେତାକ୍ ଜିସୁ କୟ୍ଲା, “ମୁୟ୍ ହେଁ ତକ୍ ଦସି ବଃଲି ନଃକୟ୍ଁ । ଜାଆ, ମଃତର୍ ଆରେକ୍ ହାହ୍ କଃର୍ ନାୟ୍ ।”