1
ପେରିତ୍ 4:12
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ତାକେ ଚାଡି କାର୍ ତଃୟ୍ ମୁକ୍ତି ନାୟ୍, କାୟ୍ତାକ୍ବଃଲେକ୍ ଜାର୍ତଃୟ୍ ଆମିମଃନ୍କେ ମୁକ୍ଳୁକ୍ ଅୟ୍ଦ୍, ଅଃଗାସ୍ ତଃଳେ, ମାନାୟ୍ମଃନାର୍ ବିତ୍ରେ କାୟ୍ ନାଉଁ ଦିଆ ନୟେ ।
Compare
Explore ପେରିତ୍ 4:12
2
ପେରିତ୍ 4:31
ସେମଃନ୍ ପାର୍ତ୍ନା କଃଲା ହଃଚେ ଜୁୟ୍ତି ରୁଣ୍ଡି ରିଲାୟ୍ ସେଟାଣ୍ ଲଃଦ୍ବଃଦି ଗଃଲି, ଆରେକ୍ ସଃବୁଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ଅୟ୍ ବଃଡେ ସାସେ ଇସ୍ୱରାର୍ କଃତା କଃଉଁକେ ଦଃର୍ଲାୟ୍ ।
Explore ପେରିତ୍ 4:31
3
ପେରିତ୍ 4:29
ଆର୍ ଅଃବେ ଏ ମାପ୍ରୁ ସେମଃନାର୍ ଉଳ୍ତାର୍ ଆର୍ ଗଃର୍ଞ୍ଜାଣ୍କେ ଦଃକ୍ ଆରେକ୍ ତର୍ ଗତିଦଃଙ୍ଗ୍ଳାମଃନ୍ ହୁରା ହୁସ୍ଟିସଃଙ୍ଗ୍ ତର୍ କଃତା କଃଉଁକେ ସାସ୍ ଦେ ।
Explore ପେରିତ୍ 4:29
4
ପେରିତ୍ 4:11
ଇ ଜିସୁର୍ ବିସୟେ ସାସ୍ତରେ ଲେକା ଆଚେ, ଗଃର୍ ବାନ୍ଦୁମଃନ୍ ଜୁୟ୍ ଟେଳାକେ ମଃନ୍ ନଃକେଲାୟ୍, ମଃତର୍ ସେରି କନାର୍ ମୁଳ୍ ଟେଳା ଅୟ୍ଲି, ଇରି ସେ ଟେଳା ।
Explore ପେରିତ୍ 4:11
5
ପେରିତ୍ 4:13
ସେମଃନ୍ ପିତର୍ ଆର୍ ଜହନାର୍ ସାସ୍ ଦଃକି ଆର୍ ସେମଃନ୍ ଜେ ସିକିତ୍ ନୟ୍ଲା ଲକ୍ ଆର୍ ଗ୍ୟାନ୍ ନୟ୍ଲା ଲକ୍, ଇରି ଜାଣି କାବା ଅୟ୍ଲାୟ୍ ଆରେକ୍ ସେମଃନ୍ ଜିସୁର୍ ସଃଙ୍ଗ୍ ରିଲାୟ୍ ବଃଲି ସେମଃନ୍କେ ଚିନ୍ଲାୟ୍ ।
Explore ପେରିତ୍ 4:13
6
ପେରିତ୍ 4:32
ବିସ୍ୱାସ୍ କଃର୍ତା ଲକ୍ମଃନ୍ ଗଟେକ୍ ମଃନ୍ ଆର୍ ଗଟେକ୍ ହଃରାଣ୍ ଅୟ୍ ରେତିରିଲାୟ୍, ସେମଃନାର୍ ବିତ୍ରେ କେ ହେଁ ଅଃହ୍ଣାର୍ ଦଃନ୍କେ ନିଜାର୍ ବଃଲି କୟ୍ ନଃକେର୍ତି ରିଲାୟ୍, ମଃତର୍ ସେମଃନାର୍ ସଃବୁ ଦଃନାର୍ ସଃମାନ୍ ବାଗ୍ ହାଉତିରିଲାୟ୍ ।
Explore ପେରିତ୍ 4:32
Home
Bible
Plans
Videos