1
ପେରିତ୍ 22:16
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ଆର୍ ଅଃବେ ତୁୟ୍ କାୟ୍ତାକ୍ ବେଳା କଃରୁଲିସ୍, ଉଟ୍ ବାପ୍ତିସମ୍ ହାଉ, ଆରେକ୍ ତାର୍ ନାଉଁଏ ପାର୍ତ୍ନା କଃରି ନିଜାର୍ ହାହ୍ ସଃବୁ ଦଃଉ ।”
Compare
Explore ପେରିତ୍ 22:16
2
ପେରିତ୍ 22:14
ଆରେକ୍ ସେ କୟ୍ଲା, ‘ଅଃମିମଃନାର୍ ଦାଦିବାବୁର୍ ଇସ୍ୱର୍ ତାର୍ ମଃନ୍ ଜାଣୁକେ ଆର୍ ସେ ଦଃର୍ମି ଲକ୍କେ ଦଃକୁକ୍ ଆରେକ୍ ତାର୍ ମୁଆଁର୍ କଃତା ସୁଣୁକ୍ ତକ୍ ବାଚି ଆଚେ ।’
Explore ପେରିତ୍ 22:14
3
ପେରିତ୍ 22:15
କାୟ୍ତାକ୍ବଃଲେକ୍ ତୁୟ୍ ଜାୟ୍ ଜାୟ୍ରି ଦଃକି ଆଚ୍ସି ଆର୍ ସୁଣି ଆଚ୍ସି, ସେ ସଃବୁ କଃତା ସଃବୁ ଲକମଃନାର୍ ତଃୟ୍ ତାର୍ ସାକି ଅଃଉସି ।
Explore ପେରିତ୍ 22:15
Home
Bible
Plans
Videos