1
ପେରିତ୍ 19:6
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ଆର୍ ପାଉଲ୍ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ପବିତ୍ର ଆତ୍ମା ଆୟ୍ଲି, ଆରେକ୍ ସେମଃନ୍ ବିନ ବିନ୍ ବାସାୟ୍ କଃତା କଃଉଁକେ ଆର୍ ଇସ୍ୱରାର୍ କବୁର୍ କଃଉଁକେ ଦଃର୍ଲାୟ୍ ।
Compare
Explore ପେରିତ୍ 19:6
2
ପେରିତ୍ 19:11-12
ଆରେକ୍ ଇସ୍ୱର୍ ପାଉଲ୍ ଆତେହୁଣି କାବା ଅଃଉତା ସକ୍ତିର୍ କାମ୍ କଃର୍ତି ରିଲା । ଅଃନ୍କାର୍ କି ପାଉଲ୍ ବାଉର୍ତା ରୁମାଲ୍ ଆର୍ ବଃସ୍ତର୍ ରଗିମଃନାର୍ ତଃୟ୍ ଆଣ୍ଲେକ୍ ସେମଃନାର୍ ତଃୟ୍ ହୁଣି ରଗ୍ ଚାଡି ଜାତି ରିଲି, ଆର୍ ଦୁସ୍ଟ୍ ଆତ୍ମାମଃନ୍ ବାରୟ୍ ଜାତି ରିଲାୟ୍ ।
Explore ପେରିତ୍ 19:11-12
3
ପେରିତ୍ 19:15
ମଃତର୍ ଦୁସ୍ଟ୍ ଆତ୍ମା ସେମଃନ୍କେ କୟ୍ଲି, “ମୁୟ୍ଁ ଜିସୁକେ ଜାଣି, ଆର୍ ପାଉଲ୍କେ ଚିନି ଆଚି, ମଃତର୍ ତୁମିମଃନ୍ କେ ?”
Explore ପେରିତ୍ 19:15
Home
Bible
Plans
Videos