1
ମାର୍କଲିଖିତ ସୁସମାଚାର 1:35
ପବିତ୍ର ବାଇବଲ (CL) NT (BSI)
ପରଦିନ ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଯୀଶୁ ଉଠି ଘରୁ ବାହାରିଗଲେ। ସେ ସହର ଛାଡ଼ି ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ପ୍ରାର୍ଥନା କଲେ।
Compare
Explore ମାର୍କଲିଖିତ ସୁସମାଚାର 1:35
2
ମାର୍କଲିଖିତ ସୁସମାଚାର 1:15
ସେ କହିଲେ, “ଉପଯୁକ୍ତ ସମୟ ଆସିଛି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ! ପାପ ପ୍ରତି ବିମୁଖ ହୋଇ ଏହି ଶୁଭବାର୍ତ୍ତାରେ ବିଶ୍ୱାସ କର।”
Explore ମାର୍କଲିଖିତ ସୁସମାଚାର 1:15
3
ମାର୍କଲିଖିତ ସୁସମାଚାର 1:10-11
ଯୀଶୁ ଜଳରୁ ଉଠି ଆସିବାକ୍ଷଣି ଦେଖିଲେ, ସ୍ୱର୍ଗ ଦ୍ୱାର ଉନ୍ମୁକ୍ତ ଏବଂ ପରମାତ୍ମା କପୋତ ରୂପରେ ତାଙ୍କ ଉପରେ ଅବତରଣ କରୁଛନ୍ତି। ପୁଣି ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଲା; “ତୁମେ ମୋର ପ୍ରିୟ ପୁତ୍ର। ତୁମ ଉପରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ।”
Explore ମାର୍କଲିଖିତ ସୁସମାଚାର 1:10-11
4
ମାର୍କଲିଖିତ ସୁସମାଚାର 1:8
ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ସେ ପବିତ୍ର ଆତ୍ମାରେ ଦୀକ୍ଷା ଦେବେ।”
Explore ମାର୍କଲିଖିତ ସୁସମାଚାର 1:8
5
ମାର୍କଲିଖିତ ସୁସମାଚାର 1:17-18
ଯୀଶୁ ସେମାନଙ୍କୁ ଆହ୍ୱାନ କରି କହିଲେ, “ମୋ’ ପଛେ ପଛେ ଆସ, ମୁଁ ତୁମକୁ ମନୁଷ୍ୟଧାରୀ କରିବି।” ସେହିକ୍ଷଣି ସେମାନଙ୍କର ଜାଲ ଛାଡ଼ି ସେମାନେ ତାଙ୍କର ଅନୁଗମନ କଲେ।
Explore ମାର୍କଲିଖିତ ସୁସମାଚାର 1:17-18
6
ମାର୍କଲିଖିତ ସୁସମାଚାର 1:22
ତାଙ୍କ ଶିକ୍ଷା ଶୁଣି ଲୋକେ ଆଚମ୍ବିତ ହେଲେ; କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଜଣେ କ୍ଷମତାପନ୍ନ ବ୍ୟକ୍ତିଙ୍କ ପରି ଶିକ୍ଷା ଦେଉଥିଲେ।
Explore ମାର୍କଲିଖିତ ସୁସମାଚାର 1:22
Home
Bible
Plans
Videos