1
ମାଥିଉଲିଖିତ ସୁସମାଚାର 25:40
ପବିତ୍ର ବାଇବଲ (CL) NT (BSI)
ରାଜା ଉତ୍ତର ଦେବେ, ‘ମୁଁ କହୁଛି, ଏହି ଭାଇମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ପାଇଁ ଯାହା ସବୁ କରିଛ - ତାହା ମୋ’ ପାଇଁ କରିଛ।’
Compare
Explore ମାଥିଉଲିଖିତ ସୁସମାଚାର 25:40
2
ମାଥିଉଲିଖିତ ସୁସମାଚାର 25:21
ମାଲିକ ଖୁସି ହୋଇ କହିଲେ, ‘ଠିକ୍ କରିଛ, ତୁମେ ମୋର ଉପଯୁକ୍ତ ଓ ବିଶ୍ୱସ୍ତ ଦାସ। ତୁମେ ବିଶ୍ୱସ୍ତ ଭାବରେ ଅଳ୍ପ ଧନର କାରବାର କରିପାରିଥିବାରୁ ତୁମ ହାତରେ ବହୁତ ଧନ ଛାଡ଼ି ଦେବି। ଆସ, ମୋ’ ସହିତ ଆନନ୍ଦ କର।’
Explore ମାଥିଉଲିଖିତ ସୁସମାଚାର 25:21
3
ମାଥିଉଲିଖିତ ସୁସମାଚାର 25:29
କାରଣ ଯାହାର ଅଛି, ତାକୁ ଅଧିକ ଦିଆଯିବ ଏବଂ ସେ ପ୍ରାଚୁର୍ଯ୍ୟ ଲାଭ କରିବ। କିନ୍ତୁ ଯାହାର ନାହିଁ, ତା’ର ଯାହା କିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।
Explore ମାଥିଉଲିଖିତ ସୁସମାଚାର 25:29
4
ମାଥିଉଲିଖିତ ସୁସମାଚାର 25:13
କଥାଟି ଶେଷ କରି ଯୀଶୁ କହିଲେ, “ସତର୍କ ରୁହ। ସେହି ଦିନ କିମ୍ବା ଘଣ୍ଟା (ସମୟ) ଆଗରୁ କେହି ଜାଣିପାରିବ ନାହିଁ।
Explore ମାଥିଉଲିଖିତ ସୁସମାଚାର 25:13
5
ମାଥିଉଲିଖିତ ସୁସମାଚାର 25:35
ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଖୁଆଇଛ, ମୁଁ ତୃଷିତ ଥିଲି, ତୁମେ ମୋତେ ପିଇବାକୁ ଦେଇଛ। ମୁଁ ଅପରିଚିତ ଥିଲି, ତୁମେ ମୋର ଆତିଥ୍ୟ କରିଛ।
Explore ମାଥିଉଲିଖିତ ସୁସମାଚାର 25:35
6
ମାଥିଉଲିଖିତ ସୁସମାଚାର 25:23
ମାଲିକ କହିଲେ, ‘ବେଶ୍ କରିଛ। ତୁମେ ମଧ୍ୟ ମୋର ଉପଯୁକ୍ତ ଦାସ। ଅଳ୍ପ ଧନରେ ବିଶ୍ୱସ୍ତତା ଦେଖାଇଛ। ବହୁତ ଧନ ମୁଁ ତୁମ ଜିମା କରିଦେବି। ଆସ, ମୋ’ ଆନନ୍ଦରେ ଭାଗୀ ହେବ।’
Explore ମାଥିଉଲିଖିତ ସୁସମାଚାର 25:23
7
ମାଥିଉଲିଖିତ ସୁସମାଚାର 25:36
ମୁଁ ଉଲଗ୍ନ ଥିଲି, ମୋତେ ବସ୍ତ୍ର ପିନ୍ଧାଇଛ। ମୁଁ ଅସୁସ୍ଥ ଥିଲି, ମୋର ଯତ୍ନ ନେଇଛ। ମୁଁ ବନ୍ଦୀଶାଳାରେ ଥିଲି, ମୋତେ ସଙ୍ଖୁଳିବାକୁ ଆସିଛ।’
Explore ମାଥିଉଲିଖିତ ସୁସମାଚାର 25:36
Home
Bible
Plans
Videos