1
ଲୂକ 13:24
ପବିତ୍ର ବାଇବଲ (CL) NT (BSI)
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବା ପାଇଁ ତୁମ୍ଭେମାନେ ପ୍ରାଣପଣ କର; କାରଣ ଅନେକ ଲୋକ ଭିତରକୁ ଯିବା ପାଇଁ ଚେଷ୍ଟା କରିବେ, କିନ୍ତୁ ସମର୍ଥ ହେବେ ନାହିଁ।
Compare
Explore ଲୂକ 13:24
2
ଲୂକ 13:11-12
ସେଠାରେ ଜଣେ ସ୍ତ୍ରୀ ଲୋକକୁ ଭୂତ ଲାଗି ଥିବାରୁ ସେ ଅଠର ବର୍ଷ ଧରି ଅସୁସ୍ଥ ଥିଲା; ସେ କୁଜା ହୋଇ ରହି ଯାଇଥିଲା ଏବଂ ଆଦୌ ସଳଖ ହୋଇପାରୁ ନ ଥିଲା। ଯୀଶୁ ତାକୁ ଦେଖି କହିଲେ, “ତୁମେ ସୁସ୍ଥ ହେଲ!”
Explore ଲୂକ 13:11-12
3
ଲୂକ 13:13
ଯୀଶୁ ତା’ ଉପରେ ତାଙ୍କର ହାତ ରଖିଲେ ଏବଂ ସେହିକ୍ଷଣି ସେ ନିଜକୁ ସଳଖ କରି ପାରିଲା ଓ ଈଶ୍ୱରଙ୍କ ପ୍ରଶଂସା କଲା।
Explore ଲୂକ 13:13
4
ଲୂକ 13:30
ବର୍ତ୍ତମାନ ଯେଉଁମାନେ ଶେଷରେ ଅଛନ୍ତି, ସେମାନେ ପ୍ରଥମ ହେବେ ଏବଂ ଯେଉଁମାନେ ପ୍ରଥମରେ ଅଛନ୍ତି, ସେମାନେ ଶେଷରେ ପଡ଼ିଯିବେ।”
Explore ଲୂକ 13:30
5
ଲୂକ 13:25
ଗୃହର କର୍ତ୍ତା ଉଠି ଦ୍ୱାର ବନ୍ଦ କରିବେ; ତା’ପରେ ତୁମ୍ଭେମାନେ ଯେତେବେଳେ ବାହାରେ ଠିଆହୋଇ ଦ୍ୱାରରେ ଆଘାତ କରି କହିବ, ‘ମହାଶୟ, ଆମ ପାଇଁ ଦ୍ୱାର ଖୋଲନ୍ତୁ!’ ସେ ଉତ୍ତର ଦେବେ, ‘ତୁମ୍ଭେମାନେ କେଉଁଠାରୁ ଆସିଛ, ମୁଁ ଜାଣେ ନାହିଁ!’
Explore ଲୂକ 13:25
6
ଲୂକ 13:5
କଦାପି ନୁହେଁ! ମୁଁ କହୁଛି, ପାପରୁ ମନ ନ ଫେରାଇଲେ ତୁମେ ମଧ୍ୟ ସେମାନଙ୍କ ପରି ମରିବ।”
Explore ଲୂକ 13:5
7
ଲୂକ 13:27
କିନ୍ତୁ ସେ ପୁଣି କହିବେ, ‘ମୁଁ ଜାଣେ ନାହିଁ, ତୁମ୍ଭେମାନେ କେଉଁଠାରୁ ଆସିଛ; ହେ ଦୁଷ୍ଟ ଲୋକମାନେ, ମୋ’ଠାରୁ ଦୂର ହୁଅ।’
Explore ଲୂକ 13:27
8
ଲୂକ 13:18-19
ଯୀଶୁ ପଚାରିଲେ, “ଈଶ୍ୱରଙ୍କ ରାଜ୍ୟ କାହା ପରି? ମୁଁ କାହା ସହିତ ତାହାକୁ ତୁଳନା କରିବି? ତାହା ଏହିପରି। ଜଣେ ଲୋକ ସୋରିଷ ବୀଜ ନେଇ ଜମିରେ ବୁଣେ। ଚାରାଟି ବଡ଼ ହୋଇ ଗୋଟିଏ ଗଛରେ ପରିଣତ ହୁଏ ଏବଂ ପକ୍ଷୀମାନେ ତାହାର ଡ଼ାଳରେ ବସା ବାନ୍ଧନ୍ତି।”
Explore ଲୂକ 13:18-19
Home
Bible
Plans
Videos