1
ଯିଖରୀୟ 11:17
ପବିତ୍ର ବାଇବଲ (Re-edited) - (BSI)
ଯେଉଁ ଅକର୍ମଣ୍ୟ ପାଳକ ପଲ ତ୍ୟାଗ କରେ, ସେ ସନ୍ତାପର ପାତ୍ର! ତାହାର ବାହୁରେ ଓ ଦକ୍ଷିଣ ଚକ୍ଷୁରେ ଖଡ଼୍ଗ ପଡ଼ିବ; ତାହାର ବାହୁ ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହେବ ଓ ତାହାର ଦକ୍ଷିଣ ଚକ୍ଷୁ ସର୍ବତୋଭାବେ ଅନ୍ଧକାରଗ୍ରସ୍ତ ହେବ।
Compare
Explore ଯିଖରୀୟ 11:17
Home
Bible
Plans
Videos