1
ଗୀତସଂହିତା 126:5
ପବିତ୍ର ବାଇବଲ (Re-edited) - (BSI)
ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ।
Compare
Explore ଗୀତସଂହିତା 126:5
2
ଗୀତସଂହିତା 126:6
ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ ଯାଏ, ତଥାପି ସେ ବିଡ଼ା ଘେନି ଆନନ୍ଦ କରୁ କରୁ ନେଉଟି ଆସିବ।
Explore ଗୀତସଂହିତା 126:6
3
ଗୀତସଂହିତା 126:3
ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି; ତହିଁ ସକାଶୁ ଆମ୍ଭେମାନେ ଆନନ୍ଦିତ ଅଛୁ।
Explore ଗୀତସଂହିତା 126:3
Home
Bible
Plans
Videos