1
ପ୍ରେରିତ 3:19
ପବିତ୍ର ବାଇବଲ (Re-edited) - (BSI)
ଅତଏବ, ଯେପରି ଆପଣମାନଙ୍କର ପାପ-ମୋଚନ ହୋଇପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରିଆସନ୍ତୁ
Compare
Explore ପ୍ରେରିତ 3:19
2
ପ୍ରେରିତ 3:6
କିନ୍ତୁ ପିତର କହିଲେ, ରୂପା କି ସୁନା ମୋହର ନାହିଁ; ମାତ୍ର ମୋହର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି; ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଚାଲ।
Explore ପ୍ରେରିତ 3:6
3
ପ୍ରେରିତ 3:7-8
ପୁଣି, ସେ ତାʼର ଡାହାଣ ହାତ ଧରି ତାକୁ ଉଠାଇଲେ; ସେଥିରେ ତତ୍କ୍ଷଣାତ୍ ତାʼର ପାଦ ଓ ଗୋଡ଼ର ଗଣ୍ଠିସବୁ ବଳ ପାଇଲା, ଆଉ ସେ କୁଦାମାରି ଠିଆ ହେଲା; ପୁଣି, ଚାଲିବାକୁ ଲାଗିଲା; ଆଉ, ସେ ଚାଲୁ ଚାଲୁ ଓ କୁଦା ମାରୁ ମାରୁ, ପୁଣି ଈଶ୍ଵରଙ୍କର ପ୍ରଶଂସା କରୁ କରୁ ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା।
Explore ପ୍ରେରିତ 3:7-8
4
ପ୍ରେରିତ 3:16
ପୁଣି, ତାହାଙ୍କ ନାମରେ ବିଶ୍ଵାସ କରିବାରୁ ଏହି ଯେଉଁ ଲୋକକୁ ଆପଣମାନେ ଦେଖୁଅଛନ୍ତି ଓ ଜାଣିଅଛନ୍ତି, ଏହାକୁ ତାହାଙ୍କ ନାମ ବଳବାନ କରିଅଛି; ହଁ, ତାହାଙ୍କ ଦ୍ଵାରା ଦତ୍ତ ବିଶ୍ଵାସ ଆପଣ ସମସ୍ତଙ୍କ ସାକ୍ଷାତରେ ଏହାକୁ ସମ୍ପୂର୍ଣ୍ଣ ସ୍ଵାସ୍ଥ୍ୟ ଦାନ କରିଅଛି।
Explore ପ୍ରେରିତ 3:16
Home
Bible
Plans
Videos