1
ପ୍ରେରିତ 12:5
ପବିତ୍ର ବାଇବଲ (Re-edited) - (BSI)
ଅତଏବ, ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାଙ୍କ ନିମନ୍ତେ ମଣ୍ତଳୀ ଦ୍ଵାରା ଏକାଗ୍ର ଭାବରେ ଈଶ୍ଵରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା।
Compare
Explore ପ୍ରେରିତ 12:5
2
ପ୍ରେରିତ 12:7
ଆଉ ଦେଖ, ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି କୋଠରୀଟି ଆଲୋକମୟ ହେଲା, ଆଉ ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାଙ୍କୁ ଜଗାଇ କହିଲେ, ଶୀଘ୍ର ଉଠ। ସେଥିରେ ତାଙ୍କ ହାତରୁ ଜଞ୍ଜିର ଖସିପଡ଼ିଲା।
Explore ପ୍ରେରିତ 12:7
Home
Bible
Plans
Videos