ମାତିଉ 14:18-19

ମାତିଉ 14:18-19 NTSAA20

ଜିସୁ କଇଲା, “ସେଟା ମର୍‌ଟାନେ ଦାରିଆସା ।” ଜିସୁ ସବୁଲକ୍‌କେ ଗାଁସ୍‌ ଉପ୍‌ରେ ବସାଇବାକେ କଇଲା । ସେ ପାଁଚ୍‌ଟା ରୁଟି ଆରି ଦୁଇଟା ମାଚ୍‌ ଦାରି ସରଗ୍‌ବାଟେ ଦେକି ପର୍‌ମେସର୍‌କେ ଦନିଅବାଦ୍‌ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍‌ମନ୍‍କେ ଦେଲା । ସିସ୍‌ମନ୍‌ ସବୁଲକ୍‌କେ ବାଟାକରି ଦେଲାଇ ।