1
ଲୁକ 16:10
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ଜୁୟ୍ ଲକ୍ ସାନ୍ କାମେ ସଃତ୍ ଅୟ୍ଦ୍ ତଃବେ ସେ ବଃଡ୍ କାମେ ହେଁ ହଟ୍କାର୍ ନୟ୍, ଆରେକ୍ ଜୁୟ୍ ଲକ୍ ସାନ୍ କାମେ ଅଃଦଃର୍ମି ତଃବେ ସେ ବଃଡ୍ କାମେ ହେଁ ହଃଟ୍କାର୍ ଅୟ୍ଦ୍ ।
قارن
اكتشف ଲୁକ 16:10
2
ଲୁକ 16:13
“ଗଟ୍ ଦଃଙ୍ଗ୍ଳା ଅଃକାବଃଳ୍ ଜଳେକ୍ ସାଉକାରାର୍ ସେବା କଃରୁ ନାହାରେ; ବଃଲେକ୍ ସେ ଏକ୍ଲାକେ ଲାଡ୍ ନଃକେରେ ଆର୍ ଏକ୍ଲାକେ ଲାଡ୍ କଃରେଦ୍, ନୟ୍ଲେକ୍ ଏକ୍ଲାର୍ କଃତା ମାନେଦ୍ ଆର୍ ବିନ୍ ଏକ୍ଲାର୍ କଃତା ନଃମାନେ । ସେରଃକମ୍ ତୁମିମଃନ୍ ଇସ୍ୱରାର୍ ଆର୍ ଦଃନାର୍ ଅଃକାବଃଳ୍ ଦୁୟ୍ ଲକାର୍ ଗତି ଦଃଙ୍ଗ୍ଳା ଅଃଉଁ ନାହାରାସ୍ ।”
اكتشف ଲୁକ 16:13
3
ଲୁକ 16:11-12
ତଃବେ ଜଦି ତୁମିମଃନ୍ ଜଃଗତାର୍ ଦଃନେ ଅଃଦଃର୍ମି ଅଃଉଁଲାସ୍, ତଃବେ କେ ତୁମିକେ ସଃତ୍ କଃରି ସଃତ୍ୟା ଦଃନ୍ ତୁମାର୍ ଆତେ ଦଃୟ୍ଦ୍ ? ଆର୍ ଜଦି ତୁମିମଃନ୍ ହଃରାର୍ ଦଃନେ ସଃତ୍ ନଃକେରୁଲାସ୍, ତଃବେ କେ ତୁମିକେ ତୁମାର୍ ନିଜାର୍ ଦଃନ୍ ଦେତି ।”
اكتشف ଲୁକ 16:11-12
4
ଲୁକ 16:31
ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ଜଦି ସେମଃନ୍ ମସା ଆର୍ ବାବ୍ବାଦିମଃନାର୍ କଃତା ନଃସୁଣ୍ତି, ତଃବେ ମଃଲା ଲକାର୍ ବିତ୍ରାର୍ ଗଟ୍ଲକ୍ ଉଟିଜାୟ୍ ବୁଜାୟ୍ଲେକ୍ ହେଁ ସେମଃନ୍ ତାର୍ କଃତା ନଃଦେର୍ତି ।’”
اكتشف ଲୁକ 16:31
5
ଲୁକ 16:18
“ଜୁୟ୍ଲକ୍ ଅଃହ୍ଣାର୍ ଡକୁର୍ସିକେ ଚାଡିକଃରି ବିନ୍ରି ବିବା ଅୟ୍ଦ୍ ସେ ଦାରିକାମ୍ କଃରେଦ୍; ଆରେକ୍ ଜୁୟ୍ ଲକ୍ ସେ ଚାଡେଳି ମାୟ୍ଜିକେ ବିବା ଅୟ୍ଦ୍ ସେ ହେଁ ଦାରି କଃରେଦ୍ ।”
اكتشف ଲୁକ 16:18
الصفحة الرئيسية
الكتاب المقدس
خطط
فيديوهات