የYouVersion አርማ
የፍለጋ አዶ

ମାର୍କଲିଖିତ ସୁସମାଚାର 9:28-29

ମାର୍କଲିଖିତ ସୁସମାଚାର 9:28-29 ODCLBSI

ଯୀଶୁ ଘର ଭିତରକୁ ଯିବା ପରେ ଶିଷ୍ୟମାନେ ତାଙ୍କୁ ନିଭୃତରେ ପଚାରିଲେ, “ଆମେ କାହିଁକି ସେହି ପ୍ରେତାତ୍ମାକୁ ତଡ଼ିଦେଇ ପାରିବୁ ନାହିଁ?” ଯୀଶୁ ଉତ୍ତର ଦେଲେ, “ଏହି ପ୍ରକାର ପ୍ରେତାତ୍ମାମାନଙ୍କୁ କେବଳ ପ୍ରାର୍ଥନାର ଶକ୍ତି ଦ୍ୱାରା ବାହାର କରି ଦିଆଯାଇ ପାରିବ - ଅନ୍ୟ ଉପାୟ ନାହିଁ।”

Video for ମାର୍କଲିଖିତ ସୁସମାଚାର 9:28-29